Health Tips: ସକାଳୁ ମୁହଁ ନ ଧୋଇ ପିଅନ୍ତୁ ପାଣି: ମିଳିଥାଏ ଅନେକ ଫାଇଦା

ପାଣି ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆପଣ ଜାଣନ୍ତି କି ସକାଳେ ବାସି ମୁଁହ ରେ ପିଇବା ଦ୍ୱାରା ଆମ ପାଟିରେ ଯେଉଁ ଲାଳ ରହିଥାଏ,ତାହା ପେଟକୁ ଚାଲିଯାଇଥାଏ । ତାହା ଆମକୁ ଅନେକ ରୋଗ ରୁ ବଞ୍ଚାଇଥାଏ । ଲାଳ ଯାହା ଆମ ପାଟିରୁ ତିଆରି ହୋଇଥାଏ ।

ଏହା ଆମ ଶରୀରରେ ଆଣ୍ଟି ସେପ୍ଟିକ୍ ରୂପେ କାର୍ୟ୍ୟ କରିଥାଏ । ତେଣୁ ପେଟ ଭିତରେ ବିନ୍ନ୍ ସମସ୍ୟାକୁ ଏହା ଦ୍ୱାରା ରୋକାଯାଇପାରିବ । କେବଳ ସେତିକି ନୁହେଁ ସକାଳେ ବାସି ମୁହଁରେ ପାଣି ପିଇଲେ ମିଳେ ଏହିସବୁ ଫାଇଦା:

ଯାହା ଆମ ଶରୀରରୁ ଅନେକ ରୋଗ ଦୂର କରିଥାଏ । ପାଣି ଆମ ଶରୀରରୁ ଅନେକ ରୋଗ କୁ ଦୁର କରିଥାଏ । ସୁସ୍ଥ ରଖିଥାଏ । ବାସି ମୁଁହ ରେ ପାଣି ପିଇବା ର ଫାଇଦା ଜାଣିଲେ ଆପଣ ମଧ୍ୟ ଚମକି ଉଠିବ । ଚାଲନ୍ତୁ ଜାଣିବା ପାଣିକୁ କେଉଁ ସମୟରେ ବା କେତେ ମାତ୍ର ରେ ପିଇବା ଉଚିତ୍ । ପାଣି ପିଇବାର ସଠିକ୍ ଉପାୟ ଆପଣଙ୍କୁ ସୁସ୍ଥ ରଖିଥାଏ ।

Health Tips

ସକାଳେ ବାସି ମୁଁହରେ ପାଣି ପିଇବା ଦ୍ୱାରା ଶରୀରର ଭିତର ଅଙ୍ଗ ଗୁଡ଼ିକ ଅଧିକ ଚଳପ୍ରଚଳ ରହିବ । ଚେହେରାରେ ଗ୍ଲୋ ମଧ୍ୟ ଦେଖାଯାଏ । ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ଦୂରେଇ ଯାଇଥାଏ । ଯାହା ଦ୍ୱାରା ଆମ ଶରୀର ରେ ରକ୍ତ ପରିମାଣ ବଢ଼ିଯାଇଥାଏ । ହାଟଆଟାକ ଭଳି ସମସ୍ୟା ଠାରୁ ମୁକ୍ତି ପାଇଥାଏ । ତାପମାତ୍ରା ଠିକ୍ ରହିଥାଏ । ଏହା ହାଟଆଟାକ ଠାରୁ ମୁକ୍ତି ଦେଇଥାଏ ।

ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ୍ ପାଣି ପିଇବା ଦ୍ୱାରା ବ୍ଲଡ଼ ପ୍ରେସରରୁ ମୁକ୍ତି ମିଳିଥାଏ । ସନ୍ଧ୍ୟାରେ ଜଳଖିଆ ଖାଇବା ପୂର୍ବ ରୁ ଗୋଟେ ଗ୍ଲାସ୍ ପାଣି ପିଇବା ଉଚିତ୍ ଯାହା ଦ୍ୱାରା ଖାଦ୍ୟ ର ପୂର୍ଣ୍ଣ ହଜମ ହୋଇଥାଏ । ଅଧିକ ଖାଇପରିବେ ନାହିଁ ମୋଟପଣରୁ ମୁକ୍ତି ପାଇବେ । ମୁଣ୍ଡ ବିନ୍ଧା ସମୟରେ ଅଧିକରୁ ଅଧିକ ପାଣି ପିଅନ୍ତୁ । ଯାହା ଦ୍ୱାରା ମୁଣ୍ଡ ବ୍ୟଥା କମିବ । ଏହି ସମୟରେ ସଠିକ୍ ଭାବେ ପାଣି ପିଅନ୍ତୁ ଶରୀର ସୁସ୍ଥ ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+