Get Updates
Get notified of breaking news, exclusive insights, and must-see stories!

ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, କହିଲେ ଯଦି କେସ୍ ଆସେ ମୁକାବିଲା ପାଇଁ ପ୍ରସ୍ତୁତ ସରକାର

ନିପା ଭାଇରସ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ଆଦୌ ଆତଙ୍କିତ ନ ହେବାକୁ ଅପିଲ୍ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି, ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି । ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ଓ ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି । ଏଯାଏଁ ନିପା ଭାଇରସ୍ ଓଡ଼ିଶାରେ ଚିହ୍ନଟ ହୋଇନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଯଦି ଏଭଳି କେସ୍ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଚିନ୍ତା କରିବାର ଆବଶ୍ୟକତା ନାହିଁ ।

Health Minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+