ପୋଲିସକୁ ମିଳିଲା ବଡ଼ ସଫଳତା: ହାର୍ଡକୋର ମାଓବାଦୀ ଗିରଫ
Malkangiri News: ମାଲକାନଗିରି ପୋଲିସକୁ ମିଳିଲା ବଡ଼ ସଫଳତା । ଧରା ପଡିଲା ହାର୍ଡକୋର ମାଓବାଦୀ । ଦୀର୍ଘ ୪୦ ବର୍ଷ ହେବ ମାଓ ସଂଗଠନରେ କାର୍ଯ୍ୟ କରିଆସୁଥିବା ନେଇ ସୂଚନା ରହିଛି । ଗିରଫ ହୋଇଥିବା ମାଓବାଦୀ ନାଁ ପ୍ରଭାକର, ଯାହାକୁ ଧରିବା ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।













Click it and Unblock the Notifications