ଖୋଲିବ ହଂସପାଳ ଫ୍ଲାଏ ଓଭର ବ୍ରିଜ୍, ଅପରାଜିତା ଷଢଙ୍ଗୀ କରିବେ ଉଦଘାଟନ

Odisha News: ଆଜି ଉଦଘାଟନ ହେବ ହଂସପାଳ ଫ୍ଲାଏ ଓଭରବ୍ରିଜ୍ । ଭୁବନେଶ୍ୱର ସାଂସଦ ଉପରାଜିତା ଷଡଙ୍ଗୀ ଏହି ବ୍ରିଜର ଉଦଘାଟନ କରିବେ । ୮ ଜୁନ୍ ୨୦୨୦ରେ ପ୍ଲାଏ ଓଭର ବ୍ରିଜର ଶିଳାନ୍ୟାସ କରିଥିଲେ ଉପରାଜିତା ଷଡଙ୍ଗୀ । ଦୀର୍ଘ ଦିନ ପରେ କଟକ ଭୁବନେଶ୍ୱରେ ଯାଉଥିବା ଯାତ୍ରୀ ହଂସପାଳ ଫ୍ଲାଏ ଓଭରବ୍ରିଜ ଦେଇ ଯାତାୟତ କରି ପାରିବେ ।

Hanspal Flyover Bridge
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+