ସରକାରୀ କ୍ୱାର୍ଟର୍ସରେ ବିଡିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର: ସରକାରୀ କ୍ୱାର୍ଟର୍ସରେ ବିଡିଓଙ୍କ ଝୁଲନ୍ତା ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଗୃହରୁ ଠାବ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ଯାଞ୍ଚ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ସେ ଗତ ୫ ରୁ ୬ ମାସ ହେବ ସିମୁଳିଆ ବିଡିଓ ଭାବେ ନିଯୁକ୍ତି ହୋଇଥିଲେ ।

Simulai

ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ବିଶ୍ୱରଞ୍ଜନ ମହାନ୍ତି ଅଳ୍ପ ସମୟ ପାଇଁ ଅଫିସ ଯାଇଥିଲେ । ହେଲେ କିଛି ସମୟ ପରେ ସେ ଭିସିରେ ଯୋଗ ନେଦେବାରୁ ତାଙ୍କୁ ଖୋଜାଯାଇଥିଲା ଯାହା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ କ୍ୱାଟର୍ସରେ ଠାବ କରାଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଛାନଭିନ ଆରମ୍ଭ କରିଛି ।

ଆତ୍ମହତ୍ୟା କରାଣର ସ୍ପଷ୍ଟ ହୋଇ ନାହିଁ । ହେଲେ ଏହି ଘଟଣା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ମୃତ ବିଡିଓ ବିଶ୍ୱରଞ୍ଜୟ ମହାନ୍ତିଙ୍କ ପିତା ନରେନ୍ଦ୍ର ମହାନ୍ତି । ସେହିପରି ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+