ଭୁବନେଶ୍ୱରେରେ ଆଜି ହାଫ୍ ଡେ'ସ୍କୁଲ, ଦିନ ୧ଟାରେ ଛୁଟି ହେବ ସ୍କୁଲ
PM Modi Odisha Visit: ଭୁବନେଶ୍ୱରରେ ଆଜି ହାଫ୍ ଡେ'ସ୍କୁଲ, ଦିନ ୧ଟାରେ ଛୁଟି ହେବ ସ୍କୁଲ । ପ୍ରଧାନମନ୍ତ୍ରୀ ମୋଦି ଓ ଶାହାଙ୍କ ଗସ୍ତକୁ ନଜରରେ ରଖି ଆଜି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦିନ ୧ ଟାରେ ରାଜଧାନୀର ସମସ୍ତ ସ୍କୁଲ ଛୁଟି ହେବ ।

ଟ୍ରାଫିକ କଟଣାକ ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ"ସ୍କୁଲ କରାଯିବ । ଦିନ ୧ଟା ପରେ ରାଜଧାନୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।












Click it and Unblock the Notifications