Get Updates
Get notified of breaking news, exclusive insights, and must-see stories!

ମାଟି ତଳୁ ମିଳିଲା ବନ୍ଧୁକ ଓ ୭୪ ପ୍ରକାର ମାଓ ସାମଗ୍ରୀ

ମାଟି ତଳୁ ମିଳିଲା ବନ୍ଧୁକ ଓ ୭୪ ପ୍ରକାର ମାଓ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । ମାଟି ତଳୁ ମିଳିଲା ବନ୍ଧୁକ ଓ ୭୫ ପ୍ରକାର ମାଓ ସାମଗ୍ରୀ । ଏସଓଜି ଏବଂ ଡିଭିଏଫ୍ ପକ୍ଷରୁ ଅପରେସନ ବେଳେ ଏ ସମସ୍ତ ସାମାଗ୍ରୀ ଜବତ କରାଯାଇଛି ।

 Maoists

ଏସପି ନିତୀଶ ୱାଧୱାନୀଙ୍କ ସୂଚନା ଅନୁସାରେ, ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଜଙ୍ଗଲରେ ବିପୁଳ ପରିମାଣର ବିସ୍ପୋରକ ମାଟି ତଳେ ଲୁଚାଇ ରଖିଥିବା ନେଇ ଗାଁ ଲୋକଙ୍କ ସୂଚନା ପରେ ଯାଞ୍ଚ୍ ଆରମ୍ଭ କରାଯାଇଥିଲା । ଏହା ପରେ ପୋଲିସ ମାଟି ତଳୁ ବହୁ ପରିମାଣର ମାଓ ବିସ୍ଫୋରକ ସହ ବନ୍ଧୁକ, ଗୋଟିଏ ରାଇଫଲ ମାଉଣ୍ଟ ଟେଲିସ୍କୋପ, ଦେଶୀ ବନ୍ଧୁକ, ଟିଫିନ ବୋମା, କୋଡେକ୍ସ ତାର ବୋମା, ମାଓ ପୁସ୍ତକ ସମେତ ୭୫ ପ୍ରକାର ମାଓ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାର ମାମଗ୍ରୀ ଜବତ କରାଯାଇଛି । ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+