ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀ ଫୁଟିଲା ଗୁଳି, ଯୁବକ ମେଡିକାଲରେ ଭର୍ତ୍ତି

ରାଜଧାନୀ ଭୁବନେଶ୍ବରରେ ଗୁଳି ମାଡ଼ । ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତମାନେ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି । ବାଲିପାଟଣାରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି । ତେବେ ଖବର ଅନୁସାରେ, ପୂର୍ବ ଶତ୍ରୁତା ପାଇଁ ଗୁଳିମାଡ଼ ହୋଇଛି । ତେବେ ଯୁବକଙ୍କ କାନ୍ଧରେ ଗୁଳି ବାଜିଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Gunfire

ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନାହିଁ । ତେବେ ବିଳମ୍ବିତ ରାତିରେ ଗୁଳିମାଡ଼ ଫଳରେ ବାଲିପାଟଣା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ତେବେ ଯେଉଁ ଦୁର୍ବୃତ୍ତମାନେ ଆସି ଗୁଳିକାଣ୍ଡ କରିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ପୋଲିସରେ କୌଣସି ଏତଲା ଦିଆଯାଇନଥିବାରୁ ସେ ବିଷୟରେ ତଦନ୍ତ ମଧ୍ୟ ଆରମ୍ଭ ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+