ଆସନ୍ତାବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆସନ୍ତାବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ। ୨୦୨୬ ଘୋଷଯାତ୍ରା ବେଳକୁ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ ସମ୍ପୂର୍ଣ୍ଣ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଆଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଗୁଣ୍ଡିଚା ମନ୍ଦିର ରୋଷଘର ଉନ୍ନତୀକରଣକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି।

Gundicha Temple

ଏବେଠାରୁ କାମ ହେଲେ ୨୦୨୬ ଘୋଷଯାତ୍ରା ବେଳକୁ କାମ ସମ୍ପୂର୍ଣ୍ଣ ହେବ। ଚଳିତବର୍ଷର ନୀଳାଦ୍ରି ବିଜେ ସରିଲେ ରୋଷ ଘର କାମ ଆରମ୍ଭହେବ। ପରିକ୍ରମା ପ୍ରକଳ୍ପ କାମ ପାଖାପାଖି ସରିଛି, ଆଉ କିଛି ବାକି ରହିଛି। ସଠିକ୍ ଭାବରେ କାମ ସାରିବାକୁ ସମ୍ପୃକ୍ତ ସଂସ୍ଥା ମାନଙ୍କୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+