ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବାହାରିଲା ବନ୍ଧୁକ, ସୁଧାର ଗୃହରେ ରଖି ତଦନ୍ତ କରୁଛି ପୋଲିସ
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ। ଗଣିତ କ୍ଲାସ୍ ଚାଲିଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ର ପକେଟ୍ ଉଚ୍ଚା ଦେଖା ଯାଇଥିଲା। ଫଳରେ ଗଣିତ ସାର ନୃସିଂହ ସ୍ବାଇଁ ଚେକିଂ କରିଥିଲେ। ଏହି ସମୟରେ ଛାତ୍ରଙ୍କ ପକେଟରୁ ଏକ ବନ୍ଧୁକ ବାହାରିଥିଲା। ଏନେଇ ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିଥିଲେ। କୁଦାନଗରୀ ପୁଲିସ ବନ୍ଧୁକ ଜବତ କରିବା ସହ ଛାତ୍ରକୁ କୋରୁଆ ଅନାଥ ଆଶ୍ରମରେ ରଖି ପଚରାଉଚରା କରୁଛି।













Click it and Unblock the Notifications