ଜାତୀୟ ଶିକ୍ଷା ନୀତିରେ ଶିଶୁ ସେବିକା ନିୟୋଜନ ପାଇଁ ମାର୍ଗଦର୍ଶିକା ଜାରି, ଏହି ମାନେ ପାଇବେ ନିଯୁକ୍ତି

ଜାତୀୟ ଶିକ୍ଷା ନୀତିରେ ଶିଶୁ ସେବିକା ନିୟୋଜନ ପାଇଁ ମାର୍ଗଦର୍ଶିକା । ୧୮ରୁ ୪୫ ବର୍ଷର ମହିଳାଙ୍କୁ ଶିଶୁ ବାଟିକାରେ ମିଳିବ ନିଯୁକ୍ତି । ଶାରିରୀକ ଓ ମାନସିକ ସ୍ତରରେ ସକ୍ଷମ ଶିକ୍ଷିତ ମହିଳାଙ୍କୁ ନିଯୁକ୍ତି ସୁଯୋଗ । ଆର୍ଥିକ ଅନଗ୍ରସର ଓ ନିରାଶ୍ରୟ ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର ।

National Education Policy
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+