Get Updates
Get notified of breaking news, exclusive insights, and must-see stories!

ଜାନୁଆରୀ ୧୧ରୁ ଖୋଲିବ ବିଶ୍ବବିଦ୍ୟାଳୟ/କଲେଜ; ଜାଣନ୍ତୁ, କଣ ରହିଛି ଗାଇଡଲାଇନ

ତେବେ ନଜର ପକାନ୍ତୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ କଣ ରହିଛି ରାଜ୍ୟ ସରକାରଙ୍କ ଗାଇଡଲାଇନ । କେଉଁ ସବୁ ନିୟମ ପାଳନ କରାଯାଇ କରାଯିବ କ୍ଲାସ ।

ଭୁବନେଶ୍ବର: ଆସନ୍ତା ଜାନୁଆରୀ 8ରୁ ସ୍କୁଲ ଖୋଲୁଥିବା ବେଳେ 11 ତାରିଖରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶା ପାଇଛି । ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ।

ତେବେ ନଜର ପକାନ୍ତୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ କଣ ରହିଛି ରାଜ୍ୟ ସରକାରଙ୍କ ଗାଇଡଲାଇନ । କେଉଁ ସବୁ ନିୟମ ପାଳନ କରାଯାଇ କରାଯିବ କ୍ଲାସ ।

guidelines

ଗାଇଡଲାଇନ:

  1. ନିୟମତି ବ୍ୟବଧାନରେ କ୍ଲାସ ହେବ । ତେବେ ଅଲଲାଇନ କ୍ଲାସରେ ବଳକା ଥିବା ଅଧ୍ୟାୟ ଗୁଡିକୁ ଶ୍ରେଣୀଗୃହ ଶିକ୍ଷାଦାନ ମାଧ୍ୟମରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
  2. ଶ୍ରେଣୀଗୃହ ଶିକ୍ଷାଦାନ ସମୟରେ ଶିକ୍ଷକ/ଶିକ୍ଷୟତ୍ରୀ ପଢାଉଥିବା ପାଠକୁ ରେକର୍ଡ କରାଯିବା । ଫଳରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ ।
  3. କୋଭିଡ ନିୟମ ମାନି ଶ୍ରେଣୀ ଗୃହରେ ଶିକ୍ଷାଦନ କରାଯିବ ।
  • କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ / କର୍ମଚାରୀ / ଛାତ୍ରମାନେ କ୍ଲାସ କରିବା ପାରିବେ ନାହିଁ ।
  • ଫେସ୍ ମାସ୍କ / ଫେସ୍ କଭର ବାଧ୍ୟତାମୂଳକ ହେବ ।
  • ବାରମ୍ବାର ହାତ ଧୋଇବା / ହାତ ପରିମଳ ନିଶ୍ଚିତ ହେବ ।
  • ଶ୍ରେଣୀଗୃହରେ ସାମାଜିକ ଦୂରତା ( 6 ଫୁଟ) ବାଧ୍ୟତାମୁଳକ ।
  • ଯଦି ଶ୍ରେଣୀ ଗୃହରେ ଅଧିକ ଛାତ୍ରଛାତ୍ରୀ ଏକାଠି ହେବାର ସମ୍ଭାବନା ରହୁଛି । ତେବେ
  • ଲାଇବ୍ରେରୀ, ଲାବୋରେଟୋରୀ ଇତ୍ୟାଦିକୁ ଶ୍ରେଣୀଗୃହରେ ବିଭକ୍ତ କରାଯାଇପାରେ ।
  • କ୍ୟାମ୍ପସରେ ଛେପ ପକାଇବା ନିଷେଧ ।
  1. ହଷ୍ଟେଲଗୁଡିକ 10 ଜାନୁଆରୀରୁ କେବଳ 2020-21 ଅନ୍ତିମ ବର୍ଷ UG /PG ଛାତ୍ରୀଛାତ୍ରୀମାନଙ୍କ ପାଇଁ ଖୋଲାଯିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+