ଜିଏସଟି ଠକେଇ ଅଭିଯୋଗରେ ଏକ ଟ୍ରକ ପାଖରୁ ଆଦାୟ ହେଲା ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା
କେନ୍ଦୁପତ୍ର ବୋଝେଇ ଟ୍ରକ୍ ଉପରେ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢ଼ାଉ । ବିଜମରାଠାରୁ କୋଲକାତା ଚାଲାଣ ବେଳେ ଚଢାଉ କରାଯାଇଛି । ଜିଏସଟି ଠକେଇ ଅଭିଯୋଗରେ ୫ ଲକ୍ଷ ୩୫ ହଜାର ୨୪୮ ଟଙ୍କା ଟ୍ୟାକ୍ସ ଓ ଜରିମାନା ଆଦାୟ କରାଯାଇଛି ।
କଳାହାଣ୍ଡି: କେନ୍ଦୁପତ୍ର ବୋଝେଇ ଟ୍ରକ୍ ଉପରେ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢ଼ାଉ । ବିଜମରାଠାରୁ କୋଲକାତା ଚାଲାଣ ବେଳେ ଚଢାଉ କରାଯାଇଛି । ଜିଏସଟି ଠକେଇ ଅଭିଯୋଗରେ ୫ ଲକ୍ଷ ୩୫ ହଜାର ୨୪୮ ଟଙ୍କା ଟ୍ୟାକ୍ସ ଓ ଜରିମାନା ଆଦାୟ କରାଯାଇଛି ।

WB 23 B 5296 ନମ୍ବର ବିଶିଷ୍ଟ ଟ୍ରକ୍ରୁ ମୋଟ୍ ୧୮ ଲକ୍ଷ ୪୨ ହଜାର ୧୪୫ ଟଙ୍କାର କେନ୍ଦୁପତ୍ର କୋଲକାତାକୁ ଚାଲାଣ ହେଉଥିଲା । ମଥୁରାଠାରେ ଏନଫୋର୍ସମେଣ୍ଟ ଟିମ୍ ଟ୍ରକଟିକୁ ଧରିଛି । ଭବାନୀପାଟଣା ଏନଫୋର୍ସମେଣ୍ଟ ଟିମ୍ ସିଟିଓ ନିଳାଦ୍ରୀ ଦାଢିଆ ଏ ନେଇ ସୂଚନା ଦେଇଛନ୍ତି ।












Click it and Unblock the Notifications