ଗଞ୍ଜାମରେ ହେବ ଗ୍ରୀନ ଫିଲ୍ଡ ସାଟେଲାଇଟ ବନ୍ଦର
ଗଞ୍ଜାମରେ ୧୫୦ ମିଲିୟନ ଟନ କ୍ଷମତାର ଗ୍ରୀନ ଫିଲ୍ଡ ସାଟେଲାଇଟ ବନ୍ଦର । ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ବାହୁଦା ମୁହାଣରେ ନିର୍ମାଣ ହେବ । ପାରାଦ୍ବୀପ ବନ୍ଦର, ଓଡ଼ିଶା ସାମୁଦ୍ରିକ ପରିଷଦ ଓ ଜାହାଜ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ MOU । କେନ୍ଦ୍ରାପଡ଼ାରେ ଏକ ଜାତୀୟ ଜାହଜ ନିର୍ମାଣ କ୍ଲଷ୍ଟର ତିଆରି ପାଇଁ ଚୁକ୍ତି। ଧାମରା, ଗୋପାଳପୁର, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ କ୍ଷୁଦ୍ର ବନ୍ଦର ନିର୍ମାଣ ହେବ। ଜଗତସିଂହପୁରର ଜଟାଧାରରେ JSW ନିଜସ୍ବ ଜେଟି ସ୍ଥାପନ କରିବ ।













Click it and Unblock the Notifications