ଗ୍ରାହକଙ୍କ ପାଇଁ ବଡ ଖୁସି ଖବର, ପୁଣି କମିଲା ସୁନା ଦର

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ସୋମବାର ଅର୍ଥାତ୍‌ ୩୦ ଜୁନ୍‌ରେ ପୁଣି କମିଛି ସୁନା ଦର ।୧ ଲକ୍ଷ ଟଙ୍କା ସୁନା ଦାମ୍‌ ଅତିକ୍ରମ କରିବା ପରେ ଏଯାଏଁ ପ୍ରାୟ ୩ ହଜାର ଟଙ୍କା ଦାମ୍‌ ହ୍ରାସ ପାଇଛି ।୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୭,୨୬୦ ଟଙ୍କା ରହିଛି । ଗତକାଲି ୯୭,୪୨୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ହ୍ରାସ ହୋଇଛି ।

gold prices

୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୯,୧୫୦ ଟଙ୍କା ରହିଛି । ଗତକାଲି ୮୯,୩୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୨,୯୪୦ ଟଙ୍କା ରହିଛି । ଗତକାଲି ୭୩,୦୭୦ ଟଙ୍କା ଥିଲା । ଏଥିରେ ୧୩୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ କମ୍‌ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୭୭୦ ଟଙ୍କା ରହିଛି । ଗତକାଲି ୧୧,୭୮୦ ଟଙ୍କା ଥିଲା। ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+