ଆସିଲା ବଡ ଖବର; ନନ୍ଦନକାନନରେ ଆଖି ବୁଝିଲା ବାଘ ଛୁଆ
ବୁଧବାର ଦିନ ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ୧୨ ଜାନୁଆରି ୨୦୨୫ରୁ ସେ ଚିକିତ୍ସିତ ହେଉଥିଲା। କିନ୍ତୁ ପରେ ମୃତ୍ୟୂ ଘଟିଥିଲା।

ଖବର ଅନୁଯାୟୀ, ୨ ନଭେମ୍ବର ୨୦୨୪ରେ ନନ୍ଦନକାନନରେ ବାଘୁଣୀ ରୁପା ଚାରିଟି ଛୁଆ ଜନ୍ମ ଦେଇଥିଲା। ବାଘ ଶାବକର ମୃତ୍ୟୁ ପରେ ଅନ୍ୟ ଶାବକମାନଙ୍କ ଉପରେ ସିସିଟିଭି କ୍ୟାମେରା ଦ୍ବାରା କଡ଼ା ନଜର ରଖାଯାଇଛି।












Click it and Unblock the Notifications