ନନ୍ଦନକାନନରୁ ଆସିଲା ବଡ ଖବର, ମା ହେଲା ଦୁର୍ଗା

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ମା' ହେଲା ସିମ୍ପାଞ୍ଜି 'ଦୁର୍ଗା' । ପ୍ରଥମ ଥର 'ଦୁର୍ଗା' ମା' ହୋଇଥିବା ଜଣାପଡିଛି । ଫଳରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

Nandankanan

ବୁଧବାରବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ ଦେଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ । ସିମ୍ପାଞ୍ଜି ଜୁଲୁ ସହିତ ଦୁର୍ଗାର ଆଜକୁ ପ୍ରାୟ ୨୧୮ ଦିନ ପୂର୍ବରୁ ମିଳନ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହ ଡ଼ିସେମ୍ବର ୩୦ ତାରିଖରେ ସିମ୍ପାଞ୍ଜି ଜୁଲୁ ମୃତ୍ୟୁ ହୋଇସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+