ଆସିଲା ବଡ ଖବର; ଶ୍ରୀମନ୍ଦିରେ ରକ୍ତ ଛିଟା, ଶ୍ରୀଜିଉଙ୍କ ହେବ ମହାସ୍ନାନ

ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ରକ୍ତ ଛିଟା । ଶ୍ରୀଜିଉଙ୍କର ହେବ ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ରକ୍ତ ଛିଟା ପଡ଼ିଥିବା ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ହେବ। ଏବେ ବଡ଼ ମହାସ୍ନାନ ନୀତି ପାଇଁ ବନ୍ଦ ରହିଛି ଦର୍ଶନ । ଅବକାଶ ନୀତି ପରେ ଚାଲିଥିଲା ଭିତର କାଠ ଦର୍ଶନ । ତେବେ କେଉଁଠୁ ଆସିଲା ରକ୍ତଛିଟା, ସ୍ପଷ୍ଟ ଜଣାପଡ଼ିନି ବୋଲି ସୂଚନା ମିଳିଛି ।

puri mandir
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+