ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନ୍ରୁ ଧାନ କିଣିବେ ସରକାର, ଯୋଗାଣ ମନ୍ତ୍ରୀ
ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନ୍ରୁ ଧାନ କିଣିବେ ସରକାର। ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍ କରିବାକୁ ପଡ଼ିବ ।

ଆଜି ଆଖି ସ୍କାନ୍ କରିଥିଲେ ପରବର୍ତ୍ତୀ ସମୟରେ ଧାନ କିଣି ହେବ'। ସରକାର ୧୯ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ କିଣି ସାରିଲେଣି'। ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ କିଣା ଯାଇଥିଲା, ଅଧିକ କିଣା ଗଲାଣି'। ତଥାପି ସମସ୍ତଙ୍କର ଧାନ କିଣା ଯିବ, ଟୋକନ୍ ଲାପ୍ସ ଯିବନି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।












Click it and Unblock the Notifications