ରାଜ୍ୟରେ ବୁଲା କୁକୁରମାନଙ୍କର ଗଣନା କରିବେ ସରକାର; ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ
ରାଜ୍ୟରେ ବୁଲା କୁକୁରମାନଙ୍କର ଗଣନା କରିବେ ସରକାର । ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ ।
ଏବେ ରାଜ୍ୟରେ ୭ ଲକ୍ଷ ବୁଲା ଓ ୬୪ ହଜାର ପୋଷା କୁକୁର ଅଛନ୍ତି। ବୁଲା କୁକୁରମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ। ରାସ୍ତା କଡ଼ରେ ଖାଇବା ନ ଦେବାକୁ ଲୋକଙ୍କୁ କରାଯିବ ସଚେତନ ।
ହିଂସ୍ର ଓ ଜଳାତଙ୍କ ରୋଗରେ ପୀଡ଼ିତ କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରାଣୀ ସମ୍ପଦ ବିଭାଗର ତତ୍ପରତା ।













Click it and Unblock the Notifications