ଟଙ୍କାର ପାହାଡ଼ ଉପରେ ସରକାରୀ ବାବୁ, ମୁଖ୍ୟଯନ୍ତ୍ରୀ ଘରୁ ମିଳିଲାଣି ନଗଦ ୨.୫୧ କୋଟି ଟଙ୍କା

RW ଡିଭିଜନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲାଣି ନଗଦ ୨.୫୧ କୋଟି ଟଙ୍କା । ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ମିଳିଲାଣି ୨.୫୧ କୋଟି ଟଙ୍କା । ପ୍ରେସମିଟ୍‌ରେ ସୂଚନା ଦେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ଅନୁଗୁଳ ଘରୁ ୧.୩ କୋଟି, ଭୁବନେଶ୍ବର ଘରୁ ୧.୨୧ କୋଟି ଜବତ ହୋଇଛି ।

baikunth nath sagangi

ସକାଳେ ୨ କୋଟି ମିଳିଥିଲା, ଏବେ ଆଉ ୫୦ ଲକ୍ଷ ଟଙ୍କା ମିଳିଛି । ମୁଖ୍ୟଯନ୍ତ୍ରୀଙ୍କର ଅନୁଗୁଳରେ ୨ଟି ବହୁତଳ କୋଠା ଅଛି । ଭୁବନେଶ୍ବର ଓ ପିପିଲିରେ ୨ଟି ଫ୍ଲାଟ୍ ଓ ୭ଟି ପ୍ଲଟ୍ ଅଛି ।ଅନୁଗୁଳରେ ୩ଟି ଓ ପିପିଲିରେ ୪ଟି ପ୍ଲଟ୍ ଅଛି । ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି । ସେୟାର ମାର୍କେଟରେ ୨.୭ କୋଟିର ଇନ୍‌ଭେଷ୍ଟ କରିଛନ୍ତି।
ମୁଖ୍ୟଯନ୍ତ୍ରୀ ଆସନ୍ତାକାଲି ଚାକିରିରୁ ଅବସର ନେଇଥାଆନ୍ତେ। ଭିଜିଲାନ୍ସକୁ ଦେଖି ଝରକା ପଟେ ଫିଙ୍ଗି ଦେଇଥିଲେ ବିଡ଼ାବିଡା ଟଙ୍କା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+