ସରକାରୀ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବା ଦରକାର, ଏମିତି କିଛି କହି କ୍ଷୋଭ ପ୍ରକାଶ କଲେ ରାଜସ୍ବ ମନ୍ତ୍ରୀ
ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କଲେ ରାଜସ୍ବ ମନ୍ତ୍ରୀ ।ମିଡିଲ୍ ମ୍ୟାନ୍ ସିଷ୍ଟମ ହଟିବା ଦରକାର କହିଲେ ମନ୍ତ୍ରୀ ସୁରେଶ ପୂଜାରୀ। ସରକାରୀ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବା ଦରକାର ।
ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ଶାସନ ହେବା ଦରକାର । ଆଖି କାନ ଖୋଲା ରଖ, ନାକ ତଳେ କଣ ହେଉଛି ଖବର ରଖ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣ ମାନେ ଧରନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦେଲେ ରାଜସ୍ବ ମନ୍ତ୍ରୀ ।













Click it and Unblock the Notifications