ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ସଂସଦୀୟ ମନ୍ତ୍ରୀ

ମୌସୁମୀ ଅଧିବେଶରେ ୭ଟି କାର୍ଯ୍ୟଦିବସ ରହିଛି କହିଲେ ସଂସଦୀୟ ମନ୍ତ୍ରୀ ।ଗୋଟିଏ ଦିନ ପ୍ରାଇଭେଟ୍‌ ମେମ୍ବର ବିଲ୍‌, ଗୋଟିଏ ନୋ ଅଫିସ୍‌ ଡେ। ବିଜ୍‌ନେସ୍‌ ଆଡଭାଇଜରୀ କମିଟି ନିଷ୍ପତ୍ତି ଅନୁସାରେ କିଛି ବିଲ୍‌ ଆସିପାରେ । ରାଜ୍ୟର ସ୍ବାର୍ଥ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ।

Parliamentary Minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+