ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇଲେ ସରକାର, ଏଣିକି SC/ST ମାମଲାର ତଦନ୍ତ କରିପାରିବେ
ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇଲେ ସରକାର । ଏଣିକି SC/ST ମାମଲାର ତଦନ୍ତ କରିପାରିବେ । ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା କରିପାରିବେ । ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଚ୍ଆରପିସି ଏଡିଜି ଜତିନ୍ଦ୍ର କୋୟଲ ଦେଇଥିଲେ ପ୍ରସ୍ତାବ ।













Click it and Unblock the Notifications