ପୁଣି ବଡ ନିଯୁକ୍ତି ସୁଯୋଗ ସୃଷ୍ଟି କଲେ ସରକାର, ୨୫ ନୂଆ ପ୍ରକଳ୍ପ ପାଇଁ ନିବେଶ ପ୍ରସ୍ତାବକୁ ଅନୁମୋଦନ
ରାଜ୍ୟରେ ୨୫ ନୂଆ ପ୍ରକଳ୍ପ ପାଇଁ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୪୭୩୯ କୋଟିର ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟିର ମଞ୍ଜୁରୀ ପ୍ରଦାନ କରାଯାଇଛି। ୯ଟି ଜିଲାରେ ନିବେଶ କରାଯିବ।୨୫ ହଜାର ୨ ଶହ ନିଯୁକ୍ତି ସୁଯୋଗ ରହିଛି। ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରକଳ୍ପ ହେବ । ବୟନ, ଇସ୍ପାତ, ଆଇଟି, ପର୍ଯ୍ୟଟନ, ଶୀତଳ ଭଣ୍ଡାର ପାଇଁ ପୁଞ୍ଜି ବିନିଯୋଗ ହେବ।













Click it and Unblock the Notifications