ହ୍ୱାଟ୍ସଆପରେ ମିଳିବ ସରକାରୀ ସୁବିଧା, ଜନ୍ମ, ମୃତ୍ୟୁ, ଆୟ, ଡିଏଲ ଆଦିର ପ୍ରମାଣପତ୍ର ମିଳିବ
Odisha News: ହ୍ୱାଟ୍ସଆପରେ ମିଳିବ ସରକାରୀ ସେବାମୂଳକ ସୁବିଧା । ଜନ୍ମ, ମୃତ୍ୟୁ, ଆୟ, ଡିଏଲ ଆଦିର ପ୍ରମାଣପତ୍ର ମିଳି ପାରିବ । ମୋଟ୍ ୪୨୯ ପ୍ରକାଶ ସେହା ପ୍ରଦାନର ହୋଇଛ ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ଓ ମେଟା ଇଣ୍ତିଆ ପକ୍ଷରୁ ୟୁନିଫାଏଡ ଚାଟବଟ୍ ଶୁଭାରମ୍ଭ ହୋଇଛି । ୩ୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ୱାଟ୍ସଆପ୍ ବ୍ୟବହାର ହେବ ।













Click it and Unblock the Notifications