Get Updates
Get notified of breaking news, exclusive insights, and must-see stories!

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ

ଆସନ୍ତା କାଲି ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ, ଯାହାକୁ ନେଇ ପ୍ରଶାସନିକ ସ୍ତରରେ ବଡ଼ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ଓ ଯାତ୍ରା ସୁରୁଖୁରୁରେ କରାଯିବା ନେଇ ମନ୍ଦିର ପ୍ରଶାସନ ମଧ୍ୟ ତତ୍ପରତାର ସହ କାର୍ଯ୍ୟ କରିଥିବା କୁହାଯାଉଛି । ଅନ୍ୟପଟେ ଦୀଘା ଜଗନ୍ନାତ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ । ଧର୍ମିୟ ଭାବନା ନୁହେଁ ବରଂ ଆୟ ପାଇଁ ମନ୍ଦିର ତିଆରି ହୋଇଥିବା କହିଲେ ଶଙ୍କରାଚାର୍ଯ୍ୟ ।

puri

ବହୁତ ସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀ ଆସିଥାନ୍ତି, ଯାହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ଜଗନ୍ନାଥ ମନ୍ଦିର କରିଛନ୍ତି । କାଲି ରଥଯାତ୍ରାକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବି ବୋଲି ପ୍ରେସ ମିଟରେ କହିଛନ୍ତି ଶଙ୍କରାଚାର୍ଯ୍ୟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+