ଗୋପାଳପୁର ଗଣଦୁଷ୍କର୍ମ ମାମଲା: ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍

ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ମାମଲାକୁ ରେଡ୍‌ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖ ମାମଲାର ତଦନ୍ତ କରିବ। ଆଇଜି ଏସ୍‌ ସାଇନିଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ତଦନ୍ତ କରାଯିବ।

କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ଏହି ତଦନ୍ତ ପରିଚାଳନା କରିବ, ଯାହା ଆଇଜି ଏସ. ସଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ। ଏହି ଘଟଣା ସମାଜରେ ତୀବ୍ର କ୍ଷୋଭ ସୃଷ୍ଟି କରିଛି, ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣଙ୍କ ମଧ୍ୟରେ ଦାବି ଉଠିଛି।

op

କ୍ରାଇମବ୍ରାଞ୍ଚର ଏକ ବିଶେଷ ଟିମ୍ ଏହି ମାମଲାରେ ସମସ୍ତ ଦିଗକୁ ବିଚାର କରି ତଦନ୍ତ କରିବ, ଯେଉଁଥିରେ ପୀଡ଼ିତାଙ୍କ ବୟାନ, ସାକ୍ଷୀଙ୍କ ସୂଚନା ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯିବ। ପୋଲିସ ଡିଜି ଖୁରାନିଆ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାରେ ଛଡ଼ା ଯିବ ନାହିଁ ଏବଂ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଆଇନଗତ ପଦକ୍ଷେପ ନିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+