କଟକ ରେଳ ଷ୍ଟେସନ୍ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । nbsp;ମାଲବାହୀ ଟ୍ରେନ୍ ର ୩ ଟି ବଗି ଲାଇନଚ୍ୟୁତ। ପାରାଦୀପ ଅଭିମୁଖେ ଯାଉଥିଲା nbsp;ମାଲବାହୀ nbsp;ଟ୍ରେନ୍।