ଖୁସିଖବର: ୩୦ଟି ଜିଲାରେ ହେବ MSME ଇ-ପାର୍କ
ରାଜ୍ୟର ୩୦ଟି ଜିଲାରେ ହେବ MSME ଇ-ପାର୍କ। ଏ ନେଇ ଗୃହରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା ୧୪ ଜିଲାରେ ଶେଷ ହୋଇଛି। ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ଯ୍ୟ ସମାପ୍ତ ହେବ।
ଅନ୍ୟପକ୍ଷେ, ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ଯ୍ୟ ସମାପ୍ତ ହେବ। ଇ-ପାର୍କ ପାଇଁ ସ୍ଥାନୀୟ ଭେଣ୍ଡରଙ୍କୁ ୪୦ରୁ ୫୦% ଜମି ଯୋଗାଇ ଦିଆଯିବ।













Click it and Unblock the Notifications