ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏପ୍ରିଲ ୧ରୁ ପିଲାଙ୍କୁ ମିଳିବ ଲଡୁ, ସପ୍ତାହରେ ୩ ଦିନ ମିଳିବ ଖାଦ୍ୟ

Odisha News: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଏପ୍ରିଲ ମାସରୁ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ । ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ମାଣ୍ତିଆ ଲଡୁ । ସେହିପରି ସପ୍ତାହରେ ୩ ଦିନ ଖାଦ୍ୟ ମଧ୍ୟ ଦିଆଯିବ ଏବଂ ଲଡୁ ପିଛା ଖର୍ଚ୍ଚ ହେବେ ସାଢେ ୩ ଟଙ୍କା ।

ଏପ୍ରିଲ ପହିଲାରୁ ସପ୍ତାହରେ ୩ ଦିନ ଅର୍ଥାତ୍ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ପୁଷ୍ଟିକର ଦିଆଯିବ । ପିଏମ ପୋଷଣ ଯୋଜନାରେ ପ୍ରଥମରୁ ଦଶମ ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ । ବିଦ୍ୟାଳୟରେ ପ୍ରାର୍ଥନା ପରେ ଲଡୁ ବଣ୍ଟନ କରାଯିବା ନେଇ ସୂଚନା ରହିଛି ।

Odisha

ସପ୍ତାହରେ ପ୍ରତ୍ୟେକ ପିଲାକୁ ୩ଟି ଲଡୁ ଦିଆଯିବ । ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସେହିପରି ଲଡୁ ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ଏହି ଲଡୁ ମାଣ୍ତଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ,ରାଶି ଓ ଗୁଜୁରାତିରେ ପ୍ରସ୍ତୁତ କରାଯିବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+