ପିୟୁଷ ତ୍ରିପାଠୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତାଙ୍କୁ ଅନୁମତି
ଅଭିନେତା ପିୟୁଷଙ୍କୁ ମିଳିଲା ଆଶ୍ବସ୍ତି । ଅଭିନୟ ଜାରି ରଖିବେ ପିୟୁଷ । ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମଞ୍ଚରେ ଚଢ଼ି ଅଭିନୟ ଜାରି ରଖିବେ ପିୟୁଷ । ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖିଲା ଅଦାଲତ ।

ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖି ଅଭିନୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ଅଦାଲତ । କିନ୍ତୁ ମାମଲାରେ ଏପର୍ଯ୍ୟନ୍ତ କୌଣସି ରାୟ ଆସିନାହିଁ । କେବଳ ପିୟୁଷଙ୍କ ଅଭିନୟକୁ ନେଇ ଅଦାଲତ ତାଙ୍କୁ ଅନୁମତି ଦେଇଛି । ମାମଲାର ବିଚାର ପରବର୍ତ୍ତୀ ଶୁଣାଣିରେ କରାଯିବ ।
More From












Click it and Unblock the Notifications