ଯାତ୍ରୀଙ୍କ ପାଇଁ ଖୁସି ଖବର, ନୂଆବର୍ଷରୁ ଭବନେଶ୍ୱରୁ ଉଡ଼ିବ ୫ଟି ନୂଆ ବିମାନ

New Flight Routes From Bhubaneswar: ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନୂଆ ବର୍ଷରୁ ଆଉ ୫ଟି ନୂଆ ବିମାନ ଉଡାଣ ଭରିବ । ଭୁବନେଶ୍ୱରରୁ ୫ଟି ନୂଆ ସହରକୁ ବିମାନ ସେବା ଆରମ୍ଭ ହେବ । ଜାନୁଆରୀ ମାସରୁ ଏହାର ଶୁଭାରମ୍ଭ ହେବା ନେଇ ସୂଚନା ରହିଛି । ଏନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

New Flight Routes From Bhubaneswar

ସୂଚନା ଅନୁସାରେ, ଜାନୁଆରୀ ୧ ରେ ଇନ୍ଦୋର, ଡେରାଜୁନକୁ ବିମାନ ସେବା ଆରମ୍ଭ ହେବ । ତେବେ ସପ୍ତାହକୁ ୪ଦିନ ଇଣ୍ତିଗୋ ବିମାନ ଇନ୍ଦୋରକୁ ଏବଂ ଡେରାଡୁନକୁ ସପ୍ତାହରେ ୩ ଜିନ ଉଡାଣ ଭରିବ ଇଣ୍ତିଗୋ ବିମାନ । ସେହିପରି ଜାନୁଆରୀ ୩ରୁ ଲଘ୍ନୌ, ଜୟପୁର, କୋଚିକୁ ବିମାନ ସେବା ଆରମ୍ଭ ହେବ । ସପ୍ତାହକୁ ୩ ଦିନ ଲଘ୍ନୌ ଓ ଜୟପୁରକୁ ଇଣ୍ତିଗୋ ବିମାନ ଉଡାଣ ଭରିବ ।ସେବିପରି କୋଚିରୁ ଭୁବନେଶ୍ୱରକୁ ପ୍ରତ୍ୟେକ ଦିନ ବିମାନ ସେବା ଜାରି ରହିବ ବୋଲି ସୂଚନା ରହିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+