Get Updates
Get notified of breaking news, exclusive insights, and must-see stories!

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

Good news for Government Employees... will get loan of 40 lacs for home construction ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ।ସରକାରୀ କର୍ମଚାରୀଙ୍କ ପୁଣି ଭେଟି ଦେଲେ ମୁଖ୍ୟମନ୍ତ୍ରୀ ।ଗୃହ ନିର୍ମାଣ ପାଇଁ ଏଣିକି ୨୫ ଲକ୍ଷ ନୁହେଁ ୪୦ଲକ୍ଷ ଟଙ୍କାର ଋଣ ମିଳିବ ସରକାରୀ କର୍ମିଚାରୀଙ୍କୁ ।ଏହା ସହିତ ଋଣ ଉପରେ ସୁଧ ହାରକୁ ମଧ୍ୟ କମାଯାଇଛି । ପୂର୍ବରୁ ୧୧.୫% ଥିବା ବେଳେ ଏବେ ତାହା ୮%କୁ ହ୍ରାସ ପାଇଁଛି ।ସରକାରୀ କର୍ମଚାରୀଙ୍କୁ ଘର ତିଆରି ପାଇଁ ୬୦ରୁ୪୦ ଅନୁପାତରେ ଦୁଇଟି ପର୍ଯ୍ୟାରେ ଋଣ ମିଳିପାରିବ ।

NAVEEN PATNAIK

ତେବେ ୨୦୧୦ରେ ଲାଗୁ କରାଯାଇଥିବା ନିୟମ ଅନୁସାରେ ଗୃହ ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କା ଋଣ ଦିଆଯାଉଥିବା ବେଳେ ଏହା ଉପରେ ୧୧.୫% ସୁଧ ଲାଗୁ କରାଉଥିଲା । ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଋଣ ପରିମାଣକୁ ୪୦ ଲକ୍ଷକୁ ବୃଦ୍ଧି କରାଯିବା ସହ ସୁଧ ହାର ମଧ୍ୟ ହ୍ରାସ କରାଯାଇଛି ।ସମସ୍ତ ସ୍ଥୟୀ କର୍ମଚାରୀ ଏହି ସହାୟତ ରାଶି ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+