ଗ୍ରାହକଂକ ପାଇଁ ଖୁସି ଖବର; କମିଲା ସୁନା ଦର, ଜାଣନ୍ତୁ କେତେ

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଖସିଲା ସୁନା ଦାମ୍‌ ।୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୭୨,୩୦୦ ଟଙ୍କା । ପୂର୍ବରୁ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ର ଦର ଥିଲା ୭୩,୮୦୦ ଟଙ୍କା ।

୨୨ କ୍ୟାରେଟ୍‌ ଦାମ୍‌ ବେଙ୍ଗାଲୁରୁରେ ୭୨,୦୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୬୧୦ଟଙ୍କା ।

ଚେନ୍ନାଇରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୭୧୦ ଟଙ୍କା । ଦିଲ୍ଲୀରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୭୧୦ । ମୁମ୍ବାଇରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୦୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୫୬୦ ଟଙ୍କା ।
ସୂଚନାନୁଯାୟୀ,ବୁଧବାର ମଧ୍ୟ ସୁନା-ରୂପା ଦାମ୍ ହ୍ରାସ ପାଇଥିଲା। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୪୩୦ ଟଙ୍କା ହ୍ରାସ ପାଇ ୭୮,୧୩୬ ଟଙ୍କାକୁ ଖସିଆସିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+