ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର

ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ଜୁନ୍‌ ୨୩ ଅର୍ଥାତ୍‌ ସୋମବାର ହ୍ରାସ ପାଇଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୧,୦୦,୬୯୦ ଟଙ୍କା ରହିଛି । ଗତକାଲି ୧,୦୦,୭୫୦ ଟଙ୍କା ଥିଲା । ଏଥିରେ ୬୦ ଟଙ୍କା ହ୍ରାସ ହୋଇଛି ।

gold prices

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୨,୩୦୦ ଟଙ୍କା ରହିଛି । ଗତକାଲି ଏହା ୯୨,୩୫୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ଶସ୍ତା ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୭୫,୫୨୦ ଟଙ୍କା ରହିଛି । ଗତକାଲି ୭୫,୫୬୦ ଟଙ୍କା ଥିଲା । ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୦୦୦ ଟଙ୍କା ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+