Get Updates
Get notified of breaking news, exclusive insights, and must-see stories!

ଗ୍ରାହକଙ୍କ ପାଇଁ ଖୁସି ଖବର; କମିଲା ସୁନା ଦର, ଜାଣନ୍ତୁ କେତେ?

ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପ୍ରାୟ ₹୧୧ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଏହା ପ୍ରତି ଗ୍ରାମ ₹୧୩,୦୨୦ ଟଙ୍କା ହୋଇଛି। ରୂପା ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏକ କିଲୋଗ୍ରାମ ରୂପାର ମୂଲ୍ୟ ପ୍ରାୟ ₹୨,୦୦୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏହା ପ୍ରତି କିଲୋଗ୍ରାମ ₹୨୦୧,୦୦୦ ଟଙ୍କାରେ ପହଞ୍ଚିଛି

Gold price

ସୁନା/ରୂପା ମୂଲ୍ୟ
ଭାରତରେ ୨୪ କ୍ୟାରେଟ୍ ସୁନାର ୧ ଗ୍ରାମ ମୂଲ୍ୟ ପ୍ରତି ଗ୍ରାମ ୧୩,୦୨୦ ଟଙ୍କା ରହିଛି । ବୁଧବାରରେ ପ୍ରତି ଗ୍ରାମ ₹୧୩,୦୩୧ ଟଙ୍କା ଥିଲା। ପ୍ରତି ଗ୍ରାମ ₹୧୧ ଟଙ୍କାହ୍ରାସ ପାଇଛି ।

ଗୁରୁବାରରେ ଭାରତରେ ୧ ଗ୍ରାମ ୨୨-କ୍ୟାରେଟ୍ ସୁନାର ମୂଲ୍ୟ ₹୧୧,୯୩୫ ଟଙ୍କା ଥିଲା , ଯାହା ବୁଧବାରର ₹୧୧,୯୪୫ ପ୍ରତି ଗ୍ରାମ ତୁଳନାରେ ₹୧୦ ଟଙ୍କା ହ୍ରାସ ପାଇଛି।

ଭାରତରେ ଗୁରୁବାରରେ ୧ ଗ୍ରାମ ୧୮-କ୍ୟାରେଟ୍ ସୁନାର ମୂଲ୍ୟ ₹୯,୭୬୫ ଟଙ୍କା ଥିଲା, ବୁଧବାର ₹୯,୭୭୩ ପ୍ରତି ଗ୍ରାମ ତୁଳନାରେ ₹୧ ହ୍ରାସ ପାଇଛି।

ଗୁରୁବାର ୧୦ ଗ୍ରାମ ଏବଂ ୧ କିଲୋ ରୂପାର ମୂଲ୍ୟ ₹୨,୦୧୦୦ଟଙ୍କା ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+