ସୁନା ବ୍ୟବସାୟୀଙ୍କ ମୃତ୍ୟୁ: ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା

Jaipur News: ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ପରେ ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି । ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ଏହଂ ବନ୍ଦ ଡାକରା ଦିଆଯାଇଛି। ଜିଏସଟି ରେଡର ୨ ଦିନ ପରେ ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ହୋଇଛି । ତେବେ ସିଟି ଓ ଜିଏସଟି ଟିମର ଚଢ଼ାଉ ପାଇଁ ତାଙ୍କର ହୃଦଘାତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଯାହା ପ୍ରତିବାଦରେ ଆଜି ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

Gold trader s death

ଆଜି ପାଳିତ ହେଉଥିବା ଏହି ବନ୍ଦ ଡାକରାର ପାଇଁ ସ୍କୁଲ, କଲେଜ ସହିତ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ଔଷଧ ଦୋକାନଗୁଡ଼ିକୁ ଖୋଲା ରହିବ । ସେହିପରି ଗାଡ଼ି ଚଳାଚଳ ମଧ୍ୟ କରିବ । ହେଲେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ଜୟପୁର ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାଥାଉ ଯେ, ମଙ୍ଗଳବାର ଦିନ ହରପ୍ରସାଦଙ୍କ ଜୁଏଲାରୀରେ ରେଡ୍ କରିଥିଲା ସିଟି-ଜିଏସଟି ବିଭାଗ। ଯେଉଁଥି ପାଇଁ ସେ ଚାପଗ୍ରସ୍ତ ଥିବା ନେଇ ଦାବି କରାଯାଉଛି । ଏନେଇ ତାଙ୍କ ଭାଇ ଅଭିଯୋଗ ଆଣିଛନ୍ତି ଯେ, ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନରେ ରେଡ୍ ତାଙ୍କୁ ଆଘାତ ଦେଇଥିଲା। ବାରମ୍ବାର ଭାଇଙ୍କ ଦୋକାନରେ ସର୍ଚ୍ଚ କରାଯିବାରୁ ସେ ଚିନ୍ତାରେ ରହୁଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+