ସର୍ବାଧିକ ରେକର୍ଡ ସ୍ତର ଛୁଇଁଲା ସୁନା ଦର, ଚିନ୍ତାର ଗ୍ରାହକ
ସର୍ବାଧିକ ରେକର୍ଡ ସ୍ତର ଛୁଇଁଲା ସୁନା ଦର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ହୋଇଛି। ୧୦ ଗ୍ରାମ୍କୁ ଲକ୍ଷେ ୩୮ ହଜାର ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ କୁ ୨୨୦୦ ଟଙ୍କା ବୃଦ୍ଧି ପାଇ ଲକ୍ଷେ ୨୭ ହଜାର ଟଙ୍କା ପାର୍ ହୋଇଛି। ମୁମ୍ବାଇରେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ଲକ୍ଷେ ୩୮ ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ୧୦ ଗ୍ରାମ୍ ଦର ଲକ୍ଷେ ୨୭ ହଜାର ରହିଛି।













Click it and Unblock the Notifications