ଓଡ଼ିଶାର ଏହି ଦୁଇ ଜିଲ୍ଲାରେ ସୁନା ଖଣି
ଭୁବନେଶ୍ୱର: ଓଡ଼ିଶାର ଦୁଇ ଜିଲ୍ଲାରେ ସୁନା ମିଳିଛି ଏବଂ ସେଥିମଧ୍ୟରୁ ଗୋଟିଏ ଖଣିଜ ବ୍ଲକକୁ କେନ୍ଦ୍ର ସରକାର ନିଲାମ କରିବେ ବୋଲି ଗୁରୁବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାର ଆଦାସ୍ ଏବଂ ଗୋପୁର ଅଞ୍ଚଳରେ ସୁନା ଭଣ୍ଡାର ମିଳିଛି।













Click it and Unblock the Notifications