ଭୁବନେଶ୍ୱର: ଝରକା ତାଡ଼ି ଲୁଟି ନେଲେ ୨୦ ଭରି ସୁନା । ଇନଫୋସିଟି ଥାନା ଶ୍ରୀଗଣେଶ ବିହାରରେ ଚୋରି ଅଭିଯୋଗ ହୋଇଛି, ଯାହା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ସୁନା ସହ ଟଙ୍କା ମଧ୍ୟ ଚୋରି କରି ନେଇଥିବା ନେଇ ଅଭିଯୋଗ ହୋଇଛି ।