ସୁନା ରୁପା ଦାମ୍ ହ୍ରାସ; ଜାଣନ୍ତୁ କେତେ ରହିଛି ରେଟ ?

ସୁନା ରୁପା ଦାମ୍ ସୋମବାର ହ୍ରାସ ପାଇଛି । ସୁନା ୧୦୪ ଟଙ୍କା ଶସ୍ତା ହୋଇ ୧,୦୯,୬୦୩ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସି ଆସିଛି। ୧ କିଲୋଗ୍ରାମ ରୁପା ଦାମ୍ ୨୪୫ ଟଙ୍କା ହ୍ରାସ ପାଇ ୧,୨୭,୭୬୩ ଟଙ୍କାକୁ ଆସିଯାଇଛି। ଶୁକ୍ରବାର ସୁନା ୧,୦୯,୭୦୭ ଟଙ୍କା ଓ ରୁପା ୧,୨୮,୦୦୮ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

Gold and silver prices fall know what the rate is

ଚଳିତ ବର୍ଷ ସୁନା ୩୩,୪୪୧ ଟଙ୍କା ବଢିଛି। ୩୧ ଡିସେମ୍ବର ୨୦୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୭୬,୧୬୨ ଟଙ୍କା ଥିଲା, ଏବେ ୧,୦୯,୬୦୩ ଟଙ୍କା ହୋଇଯାଇଛି। ରୁପା ଦାମ୍ ବର୍ଷକ ମଧ୍ୟରେ ୪୧,୭୪୬ ଟଙ୍କା ବଢିଛି। ୩୧ ଡିସେମ୍ବର ୨୦୨୪ରେ ଏକ କିଲୋଗ୍ରାମ ରୁପା ୮୬,୦୧୭ ଥିଲା ଯାହା ଏବେ ୧,୨୭,୭୬୩ ଟଙ୍କା ହୋଇଛି।
ମହାନଗର ୨୪ କ୍ୟାରେଟ୍ ସୁନା ଦାମ୍
ଦିଲ୍ଲୀ ୧,୧୧,୨୧୦
ମୁମ୍ବଇ ୧,୧୧,୦୬୦
କଲକାତା ୧,୧୧,୦୬୦
ଚେନ୍ନଇ ୧,୧୧,୩୮୦
ମହାନଗର ୨୨ କ୍ୟାରେଟ୍ ସୁନା ଦାମ୍
ଦିଲ୍ଲୀ ୧,୦୧,୯୫୦
ମୁମ୍ବଇ ୧,୦୧,୮୦୦
କଲକାତା ୧,୦୧,୮୦୦
ଚେନ୍ନଇ ୧,୦୨,୧୦୦

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+