ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡିଓ , ୫ଲକ୍ଷ ସହ ପଡ଼ିଲେ ଧରା
ଧର୍ମଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଲେ ଗୋଲାମୁଣ୍ଡା ବିଡିଓ । ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ । ଭବାନୀପାଟଣାରୁ ମିଟିଂ ସାରି ସରକାରୀ ଗାଡ଼ିରେ ଗୋଲାମୁଣ୍ଡା ଫେରିବା ବେଳେ ଜାରିଂ ଛକରେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ବର୍ତ୍ତମାନ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସରେ ରଖାଯାଇଛି । ଏପରିକି ଭିଜିଲାନ୍ସ ଅଧିକାରୀମାନେ ଜବତ ଟଙ୍କା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛନ୍ତି ।












Click it and Unblock the Notifications