ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତିସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତିସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ । ବର୍ଷର ଅନ୍ୟ ଦିନମାନଙ୍କରେ ମା' ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି । କିନ୍ତୁ ମହାଳୟା ଦିନ ମା'ଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ ହୋଇଥାନ୍ତି।

ମା'ଙ୍କର ସେହି ଦୁର୍ଲଭ ବେଶ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ରିତି ନିତୀ ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Goddess Samleswari

ସକାଳ ୫ଟାରୁ ଦିନ ୧୧ଟା ୪୫ ଯାଏ ଭକ୍ତମାନଙ୍କର ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ପରେ ଅନ୍ନ ପ୍ରସାଦ ପାଇଁ ୧୧ ଟା ୪୫ ରୁ ୧୨ ଟା ୩୦ ଯାଏ ଦର୍ଶନ ବନ୍ଦ ରହିବ । ପରେ ୧୨ ଟା ୩୦ ରୁ ସଂଧ୍ୟା ୭ ଟା ୪୫ ଯାଏ ଖୋଲା ରହିବ । ଆଳତୀ ପାଇଁ ୭ ଟା ୪୫ ରୁ ୮ ଟା ୩୦ ଯାଏ ବନ୍ଦ ରହିବ ଓ ତା' ପରେ ପୁଣି ଦର୍ଶନ ଚାଲିବ।

ସେହିପରି ଆଜି ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ ଓ ଶ୍ରାଦ୍ଧ ପରମ୍ପରା ରହିଛି। ତେଣୁ ବିଭିନ୍ନ ପୂଣ୍ୟ ତୀର୍ଥ କ୍ଷେତ୍ରରେ ଲୋକଙ୍କ ସମାଗମ ବଢ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+