Get Updates
Get notified of breaking news, exclusive insights, and must-see stories!

ଶରଧାବାଲି ଦଳାଚକଟା ଭିଡିଓ ଦିଅ: ଅନୁ ଗର୍ଗ

ପୁରୀ ଶରଧାବାଲି ଦଳାଚକଟା ଭିଡିଓ ଓ ତଥ୍ୟ ଦେବାଙ୍କୁ ଲୋକଙ୍କୁ ଉନ୍ନୟନ କମିଶନର ଅନୁ ଗର୍ଗ ଅପିଲ କଲେ । କହିଲେ ସେହି ସମୟର ଭିଡିଓ ଦେଲେ, ତଦନ୍ତ ସହଜ ହେବ । ଉପରୋକ୍ତ ମେଲ ଆଇଡିରେ ଭିଡିଓ ଦେବାକୁ ଅପିଲ କଲେ । puritragedy .inquiry@odisha . gov. in । ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ । କେହି ତଥ୍ୟ ଦେବାକୁ ଚାହୁଁଥିଲେ, ରାଜ୍ୟ ଅତିଥି ଭବନରେ ଭେଟି ଦେଇପାରିବେ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଦେଇପାରିବେ । ଭିଡିଓ ତଦନ୍ତରେ ସହଯୋଗ ହେବ ।

Give me a video of the rath yatra stamped Anu Garg
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+