ରତ୍ନ ଭଣ୍ଡାର ହେବ ଯାଞ୍ଚ ପରେ ହେବ ଗଣତି ; ଆଇନ ମନ୍ତ୍ରୀ

ଭଣ୍ଡାରର ହେବ ଯାଞ୍ଚ, ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ। ଏଭଳି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି ଯେ ରତ୍ନ ଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା।

Puri temple

ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ତାପରେ ହେବ ଗଣତି ମଣତି। ୧୯୭୮ ମସିହାରେ ପ୍ରସ୍ତୁତ ତାଲିକା ତଥ୍ୟ ସହ ମେଳକ ହେବ। ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି କାମ।

ରତ୍ନ ଭଣ୍ଡାରର ବାକ୍ସଗୁଡ଼ିକ ସ୍ଥାନନ୍ତ୍ରିକରଣ ସରିଛି ଏବେ ମରାମତି କାର୍ଯ୍ୟ ହେବ। ଏହାପରେ ସର୍ବେ ହେବ ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ। ସମ୍ପୂର୍ଣ୍ଣ ମରାମତି ସରିଲେ ଗଣତି ମଣତି ଆରମ୍ଭ ହେବ। ଏହା ରତ୍ନ ଭଣ୍ଡାର ଭିତରେ ହିଁ ହେବ। ମୁଁ ଆଶା କରୁଛି ୧୯୭୮ରେ ଯାହା ଥିଲା ତାହା ଥିବ। ଏହି ଗଣତି ୧୯୭୮ ମସିହା ଲିଷ୍ଟ ଅନୁସାରେ ହେବ।୧୯୭୮ରେ ଯେଉଁ ଡାଟା ବେଶ ହୋଇଥିଲା ସେହି ଅନୁସାରେ ମେଳ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+