ଶରଧା ବାଲିରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଗୌତମ ଆଦାନୀ

ଶରଧା ବାଲିରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଗୌତମ ଆଦାନୀ । ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଲେ ଗୌତମ ଆଦାନୀ ଏବଂ ତାଙ୍କ ପରିବାର ଲୋକ । ସେ ଭୁବନେଶ୍ବରରେ ପହଞ୍ଚି ପୁରୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି । ତାଙ୍କ ଲକ୍ଷ୍ୟ ହେଉଛି ଯେ, ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ।

ସୂଚନାନୁଯାୟୀ, ''ଆଜିଠୁ ଆରମ୍ଭ ହୋଇଥିବା ଭବ୍ୟ ଯାତ୍ରାରେ ଭଗବାନ ନିଜେ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ଯାତ୍ରା ଭକ୍ତି, ସେବାର ଉତ୍ସବ । ଏହା ଛଡ଼ା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀଧାମରେ ପ୍ରସାଦ ସେବନର ଆରମ୍ଭ କରିଛୁ'' ବୋଲି ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ।

Gautam Adani visits lord JAGANNATH SUBHADRA BALABHADRA

ସେପଟେ ଆଦାନୀ ଭକ୍ତମାନଙ୍କୁ ଜୁଲାଇ ୮ ପର୍ଯ୍ୟନ୍ତ ପ୍ରସାଦ ସେବାରେ ଡାଲି, ଭାତ, ପନିପରିବା, ଚାପାତି ଏବଂ ମିଠା ଦିଆଯାଉଛି । ଏହା ବ୍ୟତୀତ, ଏହି ଗରମରେ ଭକ୍ତମାନଙ୍କୁ ଆରାମ ଦେବା ପାଇଁ ଫଳ ରସ ଏବଂ ଶେକର ମଧ୍ୟ ବ୍ୟବସ୍ଥା କରାଯାଇଛି । 'ପ୍ରସାଦ ସେବା' ପାଇଁ, ଇସ୍କନ ଏବଂ ଆଦାନୀ ଗ୍ରୁପ୍ ଏକାଠି ହୋଇ ପୁରୀ ଧାମରେ ଏକ ମେଗା ରୋଷେଇ ଘର ତିଆରି କରିଛନ୍ତି । ଯେଉଁଠାରେ ପ୍ରତିଦିନ ୨ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+