Get Updates
Get notified of breaking news, exclusive insights, and must-see stories!

ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ଗ୍ୟାସ୍‌ ଟେନ୍‌ସନ୍ ଦୂର, ପେଟ୍ରୋଲ ପମ୍ପ୍‌ରେ ମିଳିଲା ୫ କେଜି ଟାଙ୍କି

ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଗ୍ୟାସ । ଗତ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କରିଥିବା ଘୋଷଣା ମୁତାବକ ଯେ କୌଣସି ଲୋକ ନିଜର ପରିଚୟ ପତ୍ର ଦେଖାଇ ୧୫୭୩ ଟଙ୍କା ଦେଇ ଏହି ସିଲିଣ୍ଡର ନେଇପାରିବେ ।

5 kg

ବର୍ତ୍ତମାନ ଇଣ୍ଡିଆନ ଅଏଲର ସମସ୍ତ ପେଟ୍ରୋଲ ପମ୍ପରେ ଏହା ଉପଲବ୍ଧ ଅଛି । ସହରରେ ରହୁଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ପାଇଁ ଏହା ବେଶ ସହାୟକ ହେବ । ଏଥିସହ ୫୯୩ ଟଙ୍କା ଦେଇ ପୁନର୍ବାର ରିଫିଲ୍ କରିପାରିବେ । ତେବେ ସିଲିଣ୍ଡର ନ ମିଳିବା କାରଣରୁ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ୁଥିବା ବେଳେ ଶ୍ରମିକମାନେ ରାଜଧାନୀ ଛାଡ଼ି ପଶ୍ଚିମବଙ୍ଗକୁ ଫେରି ଯାଇଥିଲେ । ଏବେ ଏହି ସିଲିଣ୍ଡର ମିଳିବା ଯୋଗୁଁ ସେମାନେ ଉପକୃତ ହୋଇପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+