ଫାଟିଲା ଗ୍ୟାସ୍‌ ପାଇପ୍ ଲାଇନ୍‌, ମେସିନ୍ ଦ୍ୱାରା ନିର୍ମାଣ କାମ ଚାଲିଥିବା ବେଳେ ଅଘଟଣ

କଟକରେ ଫାଟିଲା ଗ୍ୟାସ୍‌ ପାଇପ୍‌ ଲାଇନ୍‌ । ସିଡିଏ ୯ନଂରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ଫାଟିବାରୁ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ଲୋକେ । ମେସିନ୍‌ ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଫାଟିଥିଲା ଗ୍ୟାସ୍‌ ପାଇପ୍‌ । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପାଇପ୍‌ ଲାଇନ୍‌ କମ୍ପାନୀ ପକ୍ଷରୁ ମରାମତି ଚାଲିଛି । ସ୍ଥାନୀୟ ଅଞ୍ଚଳରେ ଯାତାୟାତ କରୁଥିବା ଲୋକମାନେ ଗ୍ୟାସ୍‌ ପାଇପ ଫାଟିବାରୁ ଭୟଭୀତ ହୋଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଏବଂ କମ୍ପାନୀକୁ ଖବର ଦେଇଥିଲେ । କମ୍ପାନୀ କର୍ମଚାରୀ ମାନେ ଗ୍ୟାସ୍‌ ପାଇପକୁ ଠିକ୍‌ କରିବାରେ ଲାଗିଛନ୍ତି ।

Gas pipeline bursts
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+