ପୁଣି ବିମାନବନ୍ଦରରୁ ମାରିଜୁଆନା ଜବତ

ଭୁବନେଶ୍ବର : ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ। ୭ କେଜିର ମାରିଜୁଆନ ଜବତ କଲା କଷ୍ଟମ ବିଭାଗ। ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ କଷ୍ଟମ ବିଭାଗ ଅଟକ ରଖିଛି। ଅଟକ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି। ଜବତ ମାରିଜୁଆନ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ।

fd

ଗତ ୧୫ ତାରିଖରେ ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟରୁ ୪ କୋଟିର ନିଶାଦ୍ରବ୍ୟ ମିଳିଥିଲା । ଜଣେ କେରଳର ବାସିନ୍ଦା ଖାଦ୍ୟ ପୁଡ଼ିଆ ଭିତରେ ନିଶାଦ୍ରବ୍ୟ ପୁରାଇ ବ୍ୟାଙ୍କକ୍‌ରୁ ଆଣୁଥିଲେ । ବ୍ୟକ୍ତି ଜଣକ କମିଶନ ନେଇ ନିଶାଦ୍ରବ୍ୟ ଚାଲାଣ କରୁଥିଲେ । ଏ ବିଷୟରେ କଷ୍ଟମ ବିଭାଗ ଓ ଡ଼ିଆରଆଇ ଖବର ପାଇଥିଲା । ଖବର ପାଇ ଭୁବନେଶ୍ୱର ଏୟାରପୋର୍ଟରୁ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମସ୍ତ ନିଶାଦ୍ରବ୍ୟ ଜବତ କରିଥିଲା କଷ୍ଟମ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+